ଗୋଟିଏ କୋନ୍ର ବ୍ୟାସାର୍ଦ୍ଧ ଓ ବକ୍ରଉଚ୍ଚତା ଯଥାକ୍ରମେ 7 ସେ.ମି. ଓ 25 ସେ.ମି. ହେଲେ, କୋନ ଉଚ୍ଚତା କେତେ ସେ.ମି. ?
24
25
26
27
The correct Answer is:A
Similar Questions
ABCDଚତୁର୍ଭୁଜରoverline (AB), overline (BC),overline (CD)ଓoverline(DA)ବାହୁମାନଙ୍କର ମଧ୍ୟବିନ୍ଦୁ ଯଥାକ୍ରମେ P, Q, R, ଓ S | ତେବେ PQRS ଏକ କେଉଁ ପ୍ରକାର କ୍ଷେତ୍ର ?
View Solution△ABCରେangle ABC ରସମଦ୍ୱିଖଣ୍ଡକoverline (AC)କୁPବିନ୍ଦୁରେଛେଦକରେAB=12ସେ.ମିଓBC=9ସେ.ମିହେଲେ AP:AC କେତେ ?
View Solution2x^(2)+kx+3=0ସମୀକରଣର ଦୁଇଟି ମୂଳ ବାସ୍ତବ ଓ ସମାନ ହେଲେ k ର ମାନ କେତେ ?
View Solution10 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତ' ପ୍ରତି ବହିଃସୁ P ବିନ୍ଦୁରୁ ଦୂରପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡଦ୍ଵୟ ¯¯¯¯¯¯PAଓoverline(PB) | m angle APB =90°ହେଲେ APର ଦୈର୍ଘ୍ୟ କେତେ ସେ.ମି. ?
View Solutionଦତ୍ତ ଚିତ୍ରରେ XY, XZ ଓ overline(AB) ଦୂରକୁ ଯଥାକ୍ରମେ Y, Z ଓ C ବିନ୍ଦୁରେ ସ୍ପର୍ଶ କରୁଅଛି । ଯଦି AY = 7 ସେ.ମି., BZ = 8 ସେ.ମି. ହୁଏ, ତେବେ AB ର ଦୈର୍ଘ୍ୟ କେତେ ସେ.ମି. ?
View Solutionx^2– px + 12 = 0 ସମୀକରଣର ଗୋଟିଏ ମୂଳ 4 ହେଲେ p ର ମୂଲ୍ୟ କେତେ ?
View Solution8 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତପ୍ରତି ବହିଃସ୍ଥ P ବିନ୍ଦୁରୁ ବୃତ୍ତପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡଦ୍ବୟ ¯¯¯¯¯¯PC ଏବଂ ¯¯¯¯¯¯PD m angle CPD = 60^@ ହେଲେ PC ର ଦୈର୍ଘ୍ୟ କେତେ ସେ.ମି. ?
View Solution{x∣x∈Aଓx∈B}=____
View Solution