ଏକ ପରିବାହୀର ଦୈର୍ଘ୍ୟ L , ପ୍ରସ୍ଥଚ୍ଛେଦର କ୍ଷେତ୍ରଫଳ A , ପ୍ରତିରୋଧ R ଓ ପ୍ରତିରୋଧିତା P ହେଲେ ସେମାନଙ୍କ ମଧ୍ୟରେ ସଠିକ ସମ୍ପର୍କଟି କ'ଣ ହେବ ?
R=P(AL)
P=RAL
R=P(LA)
R=LPA
The correct Answer is:C
Similar Questions
ଦତ୍ତ ଚିତ୍ରରେ ବୃତ୍ତର କେନ୍ଦ୍ର O |¯¯¯AB ଏକ ଜ୍ୟା ଏବଂ ¯¯¯¯¯¯OP⊥AB∣∣overline(OP)ଓoverline(AB) ର ଛେଦ ବିନ୍ଦୁ O | AB = 16ସେ. ମି. ଓ OD=6ସେ. ମି. ହେଲେ, DP= କେତେ ସେ. ମି. ?
View SolutionS1ଓS2ଦୁଇଟିଏକକେନ୍ଦ୍ରିକବୃତ୍ତ∣∣overline (PS), S_1 ବୃତ୍ତର ଏକ ଜ୍ୟା ଏବଂ S_2 ବୃତ୍ତର ଏକ ସ୍ପର୍ଶକ | PM =5ସେ. ମି ହେଲେ PS =କେତେ ସେ. ମି ହେବ ?
View Solution-3, x,9........ ଏକ A. P. ହେଲେ x ର ମୂଲ୍ୟ କେତେ ?
View SolutionABCDଚତୁର୍ଭୁଜରoverline (AB), overline (BC),overline (CD)ଓoverline(DA)ବାହୁମାନଙ୍କର ମଧ୍ୟବିନ୍ଦୁ ଯଥାକ୍ରମେ P, Q, R, ଓ S | ତେବେ PQRS ଏକ କେଉଁ ପ୍ରକାର କ୍ଷେତ୍ର ?
View Solution△ABCରେangle ABC ରସମଦ୍ୱିଖଣ୍ଡକoverline (AC)କୁPବିନ୍ଦୁରେଛେଦକରେAB=12ସେ.ମିଓBC=9ସେ.ମିହେଲେ AP:AC କେତେ ?
View Solution2x^(2)+kx+3=0ସମୀକରଣର ଦୁଇଟି ମୂଳ ବାସ୍ତବ ଓ ସମାନ ହେଲେ k ର ମାନ କେତେ ?
View Solutionଦୁଇଟି ଅନ୍ତଃସ୍ପର୍ଶୀ ବୃତ୍ତର ବ୍ୟାସାର୍ଦ୍ଧr1 ସେ.ମି. ଓr2ସେ.ମି. (r_1 gt r_2) ହେଲେ ସେମାନଙ୍କୁ କେନ୍ଦ୍ର ଦ୍ବୟ ମଧ୍ୟରେ ଦୂରତା କେତେ ?
View Solution10 ସେ.ମି. ବ୍ୟାସାର୍ଦ୍ଧ ବିଶିଷ୍ଟ ବୃତ୍ତ' ପ୍ରତି ବହିଃସୁ P ବିନ୍ଦୁରୁ ଦୂରପ୍ରତି ଅଙ୍କିତ ସ୍ପର୍ଶକ ଖଣ୍ଡଦ୍ଵୟ ¯¯¯¯¯¯PAଓoverline(PB) | m angle APB =90°ହେଲେ APର ଦୈର୍ଘ୍ୟ କେତେ ସେ.ମି. ?
View Solution