ଆଲୋକଶ୍ଳେଷଣ ପ୍ରକ୍ରିୟାରେ ____ ର ବିଘଟନ ଘଟି ଅମ୍ଳଜାନ ନିର୍ଗତ ହୁଏ ।

A

ଅଙ୍ଗାରକାମ୍ଳ

B

ଜଳ ଅଣୁ

C

ଗ୍ଲୁକୋଜ

D

କ୍ଲୋରୋଫିଲ

Text Solution
Verified by Experts

The correct Answer is:B

Doubtnut Promotions Banner
|