ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ସମ ଓ ଅସମ ବେଗରେ ଗତି କରୁଥିବା ଗୋଟିଏ ବସ୍ତୁର ସମୟ- ଦୂରତା ଗ୍ରାଫ୍ ର ଲକ୍ଷଣଗୁଡିକ ଲେଖ ।
Text Solution
The correct Answer is:ସମ ଗତିରେ ଗତି କରୁଥିବା ବସ୍ତୁର ସମୟ ଦୂରତା ଗ୍ରାଫ୍ ଏକ ତୀର୍ଯ୍ୟକ୍ ସରଳରେଖା । ଅସମ ଗତିରେ ଗତି କରୁଥିବା ବସ୍ତୁର ସମୟ ଦୂରତା ଗ୍ରାଫ୍ ଏକ ବକ୍ରରେଖା ହେବ ।
|
Similar Questions
ABCD ବୃତ୍ତାନ୍ତଲିଖିତ ଚତୁର୍ଭୁଜର m∠A=70∘, m∠B=120∘ ହେଲେ 'm angle Cଓm angle D ର ଅନ୍ତର କେତେ ?
View Solutioncos(30^@-A)-cos(30^@+A) ର ମାନ କେତେ ?
View Solution△ABCରେAB=5 ସେ. ମି, BC=7 ସେ. ମି, CA=9 ସେ. ମିtriangle PQR ~triangle ABCଓ triangle PQRରପରିସୀମା63ସେ.ମି∣∣overline (PQ)ର ଦୈର୍ଘ୍ୟ କେତେ ସେ. ମି ?
View Solution△ABCରେangle ABC ରସମଦ୍ୱିଖଣ୍ଡକoverline (AC)କୁPବିନ୍ଦୁରେଛେଦକରେAB=12ସେ.ମିଓBC=9ସେ.ମିହେଲେ AP:AC କେତେ ?
View Solution2x^(2)+kx+3=0ସମୀକରଣର ଦୁଇଟି ମୂଳ ବାସ୍ତବ ଓ ସମାନ ହେଲେ k ର ମାନ କେତେ ?
View Solutionsin15∘ + cos 105^@ ର ମୂଲ୍ୟ କେତେ ?
View Solutionଦତ୍ତ ଚିତ୍ରରେ XY, XZ ଓ overline(AB) ଦୂରକୁ ଯଥାକ୍ରମେ Y, Z ଓ C ବିନ୍ଦୁରେ ସ୍ପର୍ଶ କରୁଅଛି । ଯଦି AY = 7 ସେ.ମି., BZ = 8 ସେ.ମି. ହୁଏ, ତେବେ AB ର ଦୈର୍ଘ୍ୟ କେତେ ସେ.ମି. ?
View Solution+5 D ଓ -2D ପାୱାରର ଦୁଇଟି ଲେନ୍ସର ସମ୍ମିଳିତ ଲେନ୍ସର ଫୋକସର ଦୂରତା ____ ହେବ l
View Solution