Doubtnut Promotions Sticky

ଗୋଟିଏ ବାକ୍ୟରେ ଉତ୍ତର ଦିଅ ।
ସମ ଓ ଅସମ ବେଗରେ ଗତି କରୁଥିବା ଗୋଟିଏ ବସ୍ତୁର ସମୟ- ଦୂରତା ଗ୍ରାଫ୍ ର ଲକ୍ଷଣଗୁଡିକ ଲେଖ ।

Text Solution
Verified by Experts

The correct Answer is:ସମ ଗତିରେ ଗତି କରୁଥିବା ବସ୍ତୁର ସମୟ ଦୂରତା ଗ୍ରାଫ୍ ଏକ ତୀର୍ଯ୍ୟକ୍ ସରଳରେଖା । ଅସମ ଗତିରେ ଗତି କରୁଥିବା ବସ୍ତୁର ସମୟ ଦୂରତା ଗ୍ରାଫ୍ ଏକ ବକ୍ରରେଖା ହେବ ।

|