ଗୋଟିଏ ବା ଦୁଇଟି ଶବ୍ଦରେ ଉତ୍ତର ଦିଅ ।
କେଉଁ ପ୍ରକାର ଟିସୁ ଉଦ୍ଭିଦର କାଣ୍ଡ ଓ ଚେରର ଅଗ୍ରଭାଗରେ ଦେଖାଯାଏ ? ଏହାର ବିଭାଜନ ଦ୍ୱାରା କାଣ୍ଡ ଓ ଚେରର ବୃଦ୍ଧି ଘଟି ଶାଖା ପ୍ରଶାଖା ସୃଷ୍ଟି ହୁଏ ।
Text Solution
The correct Answer is:ପ୍ରାଥମିକ ମେରିଷ୍ଟେମ୍
|
Similar Questions
ଦତ୍ତ ଚିତ୍ରରେ 'overline(AB)' ଓ 'overline(AC) ଦୁଇଟିସର୍ବସମଜ୍ୟା∣∣Oବୃତ୍ତରକେନ୍ଦ୍ର∣∣'m∠AOC=112∘'ଓ'm∠BAC କେତେ ?
View SolutionABCDଚତୁର୍ଭୁଜରoverline (AB), overline (BC),overline (CD)ଓoverline(DA)ବାହୁମାନଙ୍କର ମଧ୍ୟବିନ୍ଦୁ ଯଥାକ୍ରମେ P, Q, R, ଓ S | ତେବେ PQRS ଏକ କେଉଁ ପ୍ରକାର କ୍ଷେତ୍ର ?
View Solution2x^(2)+kx+3=0ସମୀକରଣର ଦୁଇଟି ମୂଳ ବାସ୍ତବ ଓ ସମାନ ହେଲେ k ର ମାନ କେତେ ?
View Solutionଦତ୍ତ ଚିତ୍ରରେ XY, XZ ଓ overline(AB) ଦୂରକୁ ଯଥାକ୍ରମେ Y, Z ଓ C ବିନ୍ଦୁରେ ସ୍ପର୍ଶ କରୁଅଛି । ଯଦି AY = 7 ସେ.ମି., BZ = 8 ସେ.ମି. ହୁଏ, ତେବେ AB ର ଦୈର୍ଘ୍ୟ କେତେ ସେ.ମି. ?
View Solution+5 D ଓ -2D ପାୱାରର ଦୁଇଟି ଲେନ୍ସର ସମ୍ମିଳିତ ଲେନ୍ସର ପାୱାର ___ ହେବ l
View Solution+5 D ଓ -2D ପାୱାରର ଦୁଇଟି ଲେନ୍ସର ସମ୍ମିଳିତ ଲେନ୍ସର ଫୋକସର ଦୂରତା ____ ହେବ l
View Solution{x∣x∈Aଓx∈B}=____
View Solution{x∣x∈Eଓx∉B}=____
View Solution